ସାହିତ୍ୟ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସଙ୍ଗ
  • ସଂସର୍ଗ
  • ସାହାଯ୍ୟ
  • ଏକତ୍ର ମିଳନ
  • ପରସ୍ପରର ସାପେକ୍ଷ ବହୁ ଶବ୍ଦର ଏକ କ୍ରିୟାନ୍ଵୟିତ୍ଵ
  • ଶବ୍ଦ ଶାସ୍ତ୍ର, କାବ୍ୟ, ନାଟକ, ଅଳଙ୍କାର ପ୍ରଭୁତି
  • ଅନ୍ୟ ଲୋକ ବୁଝି ପାରିବା ଭଳି ଲିଖିତ ଭାଷାରେ ବ୍ୟକ୍ତ କରାଯିବା ମାନବର ବ୍ୟକ୍ତିଗତ ବା ଜାତୀୟ ଚିନ୍ତା