ବାର୍ଷିକ
Wiktionary ରୁ
(annual ରୁ ଲେଉଟି ଆସିଛି)
ବିଶେଷଣ (ସଂସ୍କୃତ) [ସମ୍ପାଦନା]
- ସାମ୍ବତ୍ସରିକ; ପ୍ରତିବର୍ଷ ଘଟିବା ବା କରାଯିବା
- ପ୍ରତି ବର୍ଷ ପାଇଁ ନିର୍ଦ୍ଦିଷ୍ଟ
- ପ୍ରତି ବର୍ଷ ଦେୟ
- ପ୍ରତି ବର୍ଷ ପ୍ରାପ୍ୟ
- ଯାହା ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ କରାଯାଏ
- ଯାହା ପ୍ରତିବର୍ଷ ଜନ୍ମେ ଓ ମରେ
- ବର୍ଷାକାଳୀନ; ବର୍ଷା ସମ୍ବନ୍ଧୀୟ
- ବର୍ଷା ଋତୁ ସମ୍ବନ୍ଧୀୟ
ବିଶେଷ୍ୟ [ସମ୍ପାଦନା]
- ବାତ୍ସରିକ ବେତନ
- ବାତ୍ସରିକ କର
- ପ୍ରତି ବର୍ଷ କର୍ତ୍ତବ୍ୟ ପୂଜାଦି
- ବର୍ଷରେ ଥରେ ଦେୟ ବା ପ୍ରାପ୍ୟ ବସ୍ତୁ