ଭକ୍ତି
Wiktionary ରୁ
(devotion ରୁ ଲେଉଟି ଆସିଛି)
ବିଶେଷ୍ୟ (ସଂସ୍କୃତ) [ସମ୍ପାଦନା]
- ପୂଜ୍ୟ ବ୍ୟକ୍ତି ବା ଭଗବାନଙ୍କ ପ୍ରତି ଥିବା ଅନୁରାଗ ବା ଶ୍ରଦ୍ଧା
- ଅଚ୍ୟୁତାନନ୍ଦ ପ୍ରଭୃତି ପଞ୍ଚ ମହାପୁରୁଷ ବା ପଞ୍ଚସଖା ପ୍ରଭୃତିଙ୍କର ଜ୍ଞାନମିଶ୍ରା ଭକ୍ତିର ପନ୍ଥା
- ଗୁରୁଜନଙ୍କ ପ୍ରତି ପ୍ରେମ ବା ସ୍ନେହ
- ରାଜାଙ୍କ ପ୍ରତି ଅନୁରାଗ
- ଉପଚାର; ପୂଜା
- ଅଂଶ
- ବିଭାଗ; ବଣ୍ଟନ
- ଅଳଂକାର
- ରଚନା
- ଭଙ୍ଗୀ; ଭଙ୍ଗିମା
- ସେବା ଶୁଶ୍ରୂଷା
- ଅଙ୍ଗ; ଅବୟବ
- ରେଖାଦ୍ଵାରା କରାଯିବା ବିଭାଗ
- ଅନୁରାଗ; ସ୍ନେହ