ନିୟମ

Wiktionary ରୁ
(rule ରୁ ଲେଉଟି ଆସିଛି)

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ବିଧି
  2. ନିର୍ଦ୍ଦିଷ୍ଟ ବିଧି
  3. ଆଇନ
  4. ପ୍ରତିଜ୍ଞା; ଅଙ୍ଗୀକାର
  5. ବ୍ରତ; ଧର୍ମାନୁଷ୍ଠାନ : ଶୌଚ, ସନ୍ତୋଷ, ତପସ୍ୟା, ବେଦାଧ୍ୟୟନ ଓ ଇଶ୍ଵରପ୍ରଣିଧାନ ଏହି ପାଞ୍ଚଗୋଟି କର୍ମ ନିୟମର ଅନ୍ତର୍ଭୁକ୍ତ ୤
  6. ଉପବାସାଦି ବ୍ରତ
  7. ପ୍ରକୃତି; ସ୍ଵଭାବ
  8. ଅଭ୍ୟାସ
  9. ରୀତି; ପ୍ରଥା
  10. ଆଜ୍ଞା; ଆଦେଶ; ଅନୁଶାସନ
  11. ଦମନ
  12. ଇନ୍ଦ୍ରିୟନିରୋଧ; ସଂଯମ
  13. ନିରୋଧ
  14. ଶୃଙ୍ଖଳା; ଧାରା; ପଦ୍ଧତି; ପ୍ରଣାଳୀ
  15. ସୂତ୍ର
  16. ଲକ୍ଷଣ
  17. ବଶୀଭୂତ କରିବା; ଆୟତ୍ତ କରିବା
  18. ଆବଦ୍ଧ କରିବା
  19. ବାଧା ଦେବା
  20. ନିୟନ୍ତ୍ରଣ; ସୀମା ନିର୍ଦ୍ଦେଶ
  21. ନିୟମାନୂବର୍ତ୍ତିତା
  22. ସ୍ଥିରତା
  23. ନିର୍ଦ୍ଧାରଣ
  24. ଆବଶ୍ୟକତା
  25. ବାଧ୍ୟତା
  26. ଓଷା; ଯେଉଁ ବ୍ରତ ଯମ ପରି ଅବଶ୍ୟକରଣୀୟ ନୁହେଁ କିନ୍ତୁ ଯାହା ପାଳନ କରିବା ପାଇଁ ଶାସ୍ତ୍ର ନିର୍ଦ୍ଦେଶ ଅଛି
  27. କବିପ୍ରସିଦ୍ଧି