ବାଷ୍ପ

Wiktionary ରୁ
(vapour ରୁ ଲେଉଟି ଆସିଛି)

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ବାମ୍ଫ; ଜଳର ବାୟବୀୟ ଅବସ୍ଥା; ଉତ୍ତାପ ଦ୍ଵାରା ଜଳର ପରିବର୍ତ୍ତିତ ସୂକ୍ଷ୍ମ ଆକାର
  2. ଘନ ବା ତରଳ ପଦାର୍ଥର ବାୟବୀୟ ଆକାର (ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ବାଷ୍ପ ଇତ୍ୟାଦି)
  3. ଶୋକ ବା ରାଗ ଯୋଗୁଁ ଉଠିବା କଣ୍ଠ ଶ୍ଳେଷ୍ମ; କଣ୍ଠ ବାରି
  4. ଅଶୃ, ନେତ୍ରବାରି
  5. ଲୁହା
  6. କଣ୍ଟକାରି