ପତାକା

ଉଇକିଅଭିଧାନ‌ରୁ

ପତାକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ=ଯିବା+କର୍ତ୍ତୃ. ଅକ+ଆ)[ସମ୍ପାଦନା]

୧. ନିଶାଣୀ; ଧ୍ୱଜା; ଅଗରେ ଇତସ୍ତତଃ ସଞ୍ଚାଳିତ ବସ୍ତ୍ର ଖଣ୍ଡ ଯୁକ୍ତ ଦଣ୍ଡ —୧. Flag; ensign; banner; standard.
୨. ନିଶାଣ; ଚିହ୍ନ; ଲକ୍ଷଣ — ୨. Mark; sign; symbol; emblem; token.
୩. ନାଟକର ଅଙ୍ଗବିଶେଷ —୩. Episode or episodical incident in a drama (M.W.)

[ଦ୍ରଷ୍ଟବ୍ୟ —ଯେଉଁ ସ୍ଥଳରେ ନାଟକୀୟ ଜଣେ ପାତ୍ରର ଚିନ୍ତାଗତ ଭାବର ବା ବିଷୟର ଅନ୍ୟ ଆଗନ୍ତୁକ ପାତ୍ରର ଭାବ ବା ବିଷୟଦ୍ୱାରା ପୋଷଣ ହୁଏ ସେଠାରେ ପତାକା ହୁଏ ହିନ୍ଦୀ - ଶ.]

୪. ସୌଭାଗ୍ୟ —୪. Prosperity; good fortune.
୫. ଜ୍ୟୋତିଷିକ ରକ୍ଷା—ଚିତ୍ରବିଶେଷ —୫. An astrological figure employed as a charm.
୬. ଦଶ ଖର୍ବ ସଂଖ୍ୟା; ଦଶ ହଜାର କୋଟି ସଂଖ୍ୟା — ୬. One trillion (number).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶ୍ରେଷ୍ଠତା; ପ୍ରତିଷ୍ଠା; ଉତ୍କର୍ଷ — Distinction; excellence; superiority.


ରୂପରେ କେଳକି ଉପରେ ପତାକା ଦିଆଇଲ ଯେ କୁଜୀବି କବିସୂର୍ଯ୍ୟ. କବିତାକଲ୍ଲୋଳ