ଉଦୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅନାବୃତ
  • ଅବଶ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆବିର୍ଭାବ; ପ୍ରଥମ ପ୍ରକାଶ; ଉଇଁବା
  • ଆରମ୍ଭ; ଉତ୍ପତ୍ତି
  • ସୁଖ; ସୌଭାଗ୍ୟ; ଉତ୍ଥାନ; ସମୃଦ୍ଧି
  • ଉତ୍କର୍ଷ
  • ବୃଦ୍ଧି
  • ଲାଭ
  • ଫଳ
  • ଉଦୟାଚଳ
  • ସୂର୍ଯ୍ୟୋଦୟ
  • ସୂର୍ଯ୍ୟୋଦୟ-ସମୟ
  • ଗ୍ରହ, ଜ୍ୟୋତିଷ୍କ, ସୂର୍ଯ୍ୟ, ଚନ୍ଦ୍ରାଦିର ପୂର୍ବଦିଗବଳୟରେ ଆବିର୍ଭାବ
  • ଉନ୍ନତି
  • ଘଟନା
  • ଫଳସିଦ୍ଧି
  • ପରାକ୍ରମ; ସାମର୍ଥ୍ୟ
  • ପ୍ରାଦୁର୍ଭାବ
  • ଲଗ୍ନ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଉଦିତ; ପ୍ରକାଶିତ