ଉତ୍ଥାନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଉଦୟ; ଉଠିବା
  • ଉଦ୍ୟମ; ଉଦଯୋଗ
  • ଉତ୍ସାହ
  • ଉନ୍ନତି; ସମୃଦ୍ଧି; ଅଭ୍ୟୁଦୟ
  • ଉତ୍ପତ୍ତି
  • ହର୍ଷ
  • ପୌରଷ
  • ରାଜ୍ୟଚିନ୍ତା
  • ପ୍ରକାଶ ପାଇବା
  • ଯୁଦ୍ଧ
  • ପୁସ୍ତକ
  • ଉପର୍କୁ ଉଠିବା
  • ପ୍ରଙ୍ଗଣ
  • ଶଯ୍ୟାରୁ ଉଠିବା
  • ନିଦରୁ ଉଠିବା
  • ପ୍ରଜାମେଳି; ବିଦ୍ରୋହ
  • ଉଦ୍ରେକ; ଠିଆହେବା
  • ମଳରୋଧ
  • ସୈନ୍ୟ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଦ୍ଵାଦଶ ଗୋପାଳ ମଧ୍ୟରୁ ଜଣେ ଗୋପାଳ