ଜିରାଇତ୍
ଦେଖଣା
ଜିରାଇତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଞ୍ଜାମ ଓ ସମ୍ୱଲପୁର) ବୈଦେଶିକ - ବିଶେଷ୍ୟ - (ଆରବୀ - ଜିରାତ୍ =କୃଷିକର୍ମ; ତୁଳ. ହିନ୍ଦୀ - ଏହି ଅର୍ଥରେ ଜିରାୟତ୍)
[ସମ୍ପାଦନା]- ୧. କିଛି ସମୟ ପାଇଁ ଚାଷ କରିବା ନିମନ୍ତେ ରଇତକୁ ଦିଆ ଯାଇଥିବା ଜମିଦାରଙ୍କ ନିଜଚାଷ ଜମି — ୧. Zirayet land; zamindar's private land leased out temporarily to a royat.
- ୨. ଚାଷଜମି; ଆବାଦ ହୋଇଥିବା ଜମି — ୨. Arable land.