ବକ୍ର
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ବଙ୍କା; କୁଟିଳ
- ନଇଁ ଯାଇଥିବା
- କ୍ରୁର
- କୁଚକ୍ରୀ; ଶଠ; ପ୍ରତାରଣାପୂର୍ଣ୍ଣ
- ପ୍ରତିକୂଳ
- ତେରଛା
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ବାଙ୍କ; ମୋଡ଼
- ଶନି ଓ ମଙ୍ଗଳ ଗ୍ରହ
- ତଗର ପାଦୁକା
- ପର୍ପଟ
- ତ୍ରିପୁରାସୁର
- ବକ୍ରୀ ଗ୍ରହ
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ବକ୍ର ଦାସ; ଅଚ୍ୟୁତାନନ୍ଦ ଦାସ ଗୋସ୍ଵାମୀଙ୍କ ଜନୈକ ପ୍ରଧାନ ଶିଷ୍ୟବକ୍ର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ବନକ୍ ଧାତୁ=ବଙ୍କା ହେବା+କର୍ତ୍ତୃ. ର)[ସମ୍ପାଦନା]
- ୧. ବଙ୍କା; କୁଟିଳ —୧. Curved; crooked.
- ୨. ନଇଁ ଯାଇଥିବା —୨. Bent.
- ୩. କ୍ରୁର —୩. Cruel.
- ୪. କୁଚତ୍ରୀ; ଶଠ; ପ୍ରତାରଣପୂର୍ଣ୍ଣ —୪. Frudulent.
- ୫. ପ୍ରତିକୂଳ —୫. Unfavourable.
- ୬. ତେରଛା —୬. Oblique; slanting.
ବିଶେଷ୍ୟ -[ସମ୍ପାଦନା]
- ୧. ବାଙ୍କ; ମୋଡ଼ —୧. A bend; a curvature.
- ୨. ଶନି ଓ ମଙ୍ଗଳ ଗ୍ରହ —୨. The plants Saturn and Mars.
- ୩. ତଗର ପାଦୁକା (ହିନ୍ଦୀ - ଶ.) (ଦେଖ) - — ୩. Tagara pādukā (See)
- ୪. ପର୍ପଟ (ହିନ୍ଦୀ - ଶ.) (ଦେଖ) - —୪. Parpaṭa (See)
- ୫. ତ୍ରିପୁରାସୁର (ହିନ୍ଦୀ - ଶ.) (ଦେଖ) - — ୫. Tripurāsura (See)
- ୬. ବକ୍ରୀ ଗ୍ରହ (ଦେଖ) - —୬. Bakrī graha (See)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ବକ୍ର ଦାସ; ଅଚ୍ୟୁତାନନ୍ଦ ଦାସ ଗୋସ୍ୱାମୀଙ୍କ ଜନୈକ ପ୍ରଧାନ ଶିଷ୍ୟ —Name of disciple pf Achyutānanda Gosāiñ.