ହାଣ୍ତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ମାଟିର ଚଉଡାମୁହାଁ ପାକପାତ୍ର
  • ହାଣ୍ତି ଆକାରର ଧାତୁପାତ୍ର; ହଣ୍ତା
  • ମୃତକ ଓ ସୁତକ ଅଶୌଚରେ ସାଧାରଣତଃ ଏକାଦିଶ ଦିନ ପାକାର୍ଥ ବ୍ୟବହୃତ ନୂତନ ହାଣ୍ତି
  • ମୃତକ ଓ ସୁତକ ଅଶୌଚ ଉପଲକ୍ଷେ ପୁରୁଣା ହାଣ୍ତିମାନ ପାକଶାଳାରୁ ଅନ୍ତର କରି ନୂଆ ହାଣ୍ତିରେ ପାକ କରାଯିବାରୂପ କର୍ମ
  • ଉଦର; ପେଟ
  • ଗାଡିର ଚକର ମଝିରେ ଥିବା ଗୋଲ୍ ମୁଣ୍ତା କାଠ ତୁମ୍ବ
  • ନଡିଆ, ତାଳ ଓ ଖଜୁରୀ ଗଛର ଗଣ୍ତି ଭୂମିକୁ ଛାଡିବା ଅବସ୍ଥାରେ ତାହାର ବେକ ପାଖ, ଯାହା ହାଣ୍ତିପରି ଭୂମି ଉପରେ ଦେଖାଯାଏ
  • ପାକ; ରୋଷେଇ
  • ଅନ୍ନ ହାଣ୍ତି; ଅନ୍ନ ମହାପ୍ରସାଦ ରଖାଯିବା ବଡ଼ କୁଡୁଆ