ହୁସିଆର୍

ଉଇକିଅଭିଧାନ‌ରୁ

ବିଶେଷଣ (ବୈଦେଶିକ)[ସମ୍ପାଦନା]

  • ସତର୍କ; ସାବଧାନ
  • ଜଗତିଆର୍
  • ସିଆଣା; ଚତୁର
  • ପ୍ରାପ୍ତ ବ୍ୟବହାର; ସଂସାର କାର୍ଯ୍ୟ ବୁଝିବାକୁ ସମର୍ଥ
  • ଯେଉଁ ବ୍ୟକ୍ତି ଆଗ ପଛ ଭାବି କାମ କରେ