ହୁକା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ବୈଦେଶିକ)[ସମ୍ପାଦନା]

  • ଗୁଡାଖୁ ଧୂଆଁ ପିଇବା ପାଇଁ ବ୍ୟବହୃତ ନଳଯୁକ୍ତ ଯନ୍ତ୍ର; ଗୁଡ୍ ଗୁଡି
  • ଅଫିମ ବା ମଦତ୍ ଧୁଆଁ ପିଇବା ପାଇଁ ବ୍ୟବହୃତ ନଳଯୁକ୍ତ ଯନ୍ତ୍ର