ହିଆ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  1. ହୃଦୟ; ଅନ୍ତଃକରଣ
  2. ବକ୍ଷସ୍ଥଳ; ବୁକୁ; ଛାତି; ହୃଦ୍ଦେଶ
  3. ଧୈର୍ଯ୍ୟ

ସର୍ବନାମ[ସମ୍ପାଦନା]

  1. ଏହା; ତାହା (କୌଣସି ବସ୍ତୁର ନାମ ମନେ ନ ପଡ଼ିଲେ ତହିଁସ୍ଥଳରେ ବ୍ୟବହୃତ ସର୍ବନାମ)
  2. ଅଶ୍ଳୀଳ ଶବ୍ଦ ବା ବାକ୍ୟ ମୁହଁରେ ନ ଧରି ତା ପରିବର୍ତ୍ତେ ବ୍ୟବହୃତ ଶବ୍ଦ

]]

[[ଶ୍ରେଣୀ:ବିଶେଷ୍ୟ