କଙ୍କି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କି
ଉଚ୍ଚାରଣ: Kaṅki
ঝিল্লিফড়িং, ফিসফিস टिकुलि, चमकि

ଦେ. ବି —

ଏକଜାତୀୟ ଚାରିପକ୍ଷ ଓ ବଡ଼ ଲାଙ୍ଗୁଳବିଶିଷ୍ଟ ପତଙ୍ଗ — Dragon fly.

ଉହୁଙ୍କି ଶିଶୁକଙ୍କି ଦେଲା ଗିଳିଣ—ରାଧାନାଥ, ତୁଳସୀସ୍ତବକ