କୋଡ଼ିଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ିଏ
ଉଚ୍ଚାରଣ: Koṟḍ̠ie
কুড়ি वीस, कोड़ी

ଦେ. ବି. —

୧: ଏକ କୋଡ଼ି — ୧. One score.

୨: ବିଂଶତି ସଂଖ୍ୟା — ୨. The number twenty.

ଦେ. ବିଣ. —

୧: ବିଂଶତି ସଂଖ୍ୟକ — ୧. Numbering twenty.

୨: କୋଡ଼ି ପଶାରେ ଯେତେ ମାଟି ଉଠିବ — ୨. A spadeful (earth).