ଶୃଙ୍ଖଳ

ଉଇକିଅଭିଧାନ‌ରୁ

ଶୃଙ୍ଖଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶୃଙ୍ଗ=ଶିକୁଳିର କଡ଼ା+ସ୍ଖଳ ଧାତୁ=ଗ୍ରହଣ କରିବା+କରଣ. ଅ; ନିପାତନ କିମ୍ୱା ଶୃଙ୍ଗ= ପ୍ରଧାନ ମଣି+ଖଳ ଧାତୁ=ସଞ୍ଚାଳନ କରିବା+କର୍ତ୍ତ. ଅ; କିମ୍ୱା ଶୃ ଧାତୁ=ହିଂସା କରିବା=କର୍ତ୍ତ. ଖଳା; ଏହି ଗଜକୁ ବନ୍ଧନ କରେ ବୋଲି)[ସମ୍ପାଦନା]

୧. ଶିକୁଳି; ନିଗଡ଼ — ୧. Chain.
୨. ଲୌହମୟ ପଦ—ବନ୍ଧନୀ —୨. An iron chain for the leg; fetters.
୩. ବନ୍ଧନ — ୩. A bond.
୪. ପୁରୁଷର କଟିଭୂଷଣ ବା ଅଣ୍ଟା— ସୂତା —୪. A waist-chain, worn by males
୫. ପୁରୁଷର କଟିବସ୍ତ୍ରବନ୍ଧନ; —୫. A belt for the lions.
୬. ନିୟମ; ରୀତି —୬. Regulation; rule.
୭. ହସ୍ତୀର ପଦବନ୍ଧନ ଶିକୁଳା —୭. A chain for tying the legs of an elephant (Apte).
୮. ଜମି ଆଦି ମାପ କରିବା ପାଇଁ ବ୍ୟବହୃତ ଲୁହା ଶିକୁଳା —୮. A measuring chain (Apte).
୯. ପରମ୍ପରା; ଧାରା — ୯. Chain; series; succession. [Apte].
୧. ଲେଖାରେ ବ୍ୟବହୃତ ବନ୍ଧନୀ ଚିହ୍ନ —୧୦. Brackets used in writings.