ଛଚିନା

ଉଇକିଅଭିଧାନ‌ରୁ

ଛଚିନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ସପ୍ତବର୍ଣ୍ଣ)—ଛତିଆନା ଗଛ; ତଗରାଦି ବର୍ଗର କ୍ଷୀରୀ ବୃହତ୍ ତରୁବିଶେଷ — ୧. A wild tree; Alstonia Schoearis; Schetes.

[ଦ୍ରଷ୍ଟବ୍ୟ —ଏହାର ଗଣ୍ଠିକି ଗଣ୍ଠି ୭୮: ବା ୯ ଶାଖା ବାହାରିଥାଏ ବୋଲି ଏହି ନାମ ଏ ଗଛର ପତ୍ର ଶିମିଳି ଗଛର ପତ୍ର ପରି ଫୁଲ ଈଷତ୍ ହଳଦିଆ ଶରତ୍କାଳରେ ଏ ଗଛରେ ଫୁଲ ଧରେ; ଫୁଲରେ ହସ୍ତି— ମଦର ଗନ୍ଧ ଥାଏ ଏହା କଷାୟ ତିକ୍ତରସ, ଊଷ୍ଣବୀର୍ଯ, ସ୍ନିଗ୍ଧ, ସାରକ, ଅଗ୍ନିବର୍ଦ୍ଧକ, କ୍ରଦୋଷନାଶକ ଏବଂ ବ୍ରଣ, ରକ୍ତ, କୃମି,


ଅନୁବାଦ[ସମ୍ପାଦନା]

ଶ୍ୱାସ ଓ ଗୁଳ୍ମରୋଗରେ ଉପକାରୀ, ରସାୟନ, ବଳକାରକ ଏହାର ଛାଲିର ଅର୍କକ୍ୱିନାଇନ୍ ତୁଲ୍ୟ ଜ୍ୱରନାଶକ, ଛତିଆନା ଗଛର କ୍ଷୀର ଲେପନ କଲେ ଦୁଷ୍ଟ ବ୍ରଣ ଶାନ୍ତ ହୁଏ]

୨. (ସଂସ୍କୃତ - ଷଟ୍ ଓ ଚିହ୍ନକ) ୬ ଚିନା ପରିମିତ ଓଜନ — ୨. Weight of ୬ chinās or less than a grain.
୩. ଛଚିନ୍ଦା —୩. Chhachindā (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ବଡ଼ ଝଙ୍କା ଗଛ — A kind of tree.

[ଦ୍ରଷ୍ଟବ୍ୟ —ଏହାର ଛୁଇଁ ଲମ୍ୱ, ସରୁ ଓ ଏକହାତ ବା ତହିଁରୁ ଅଧିକ ଲମ୍ୱ]