କଙ୍କାଳମାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କାଳମାଳୀ
ଉଚ୍ଚାରଣ: Kaṅkāḻamāḻī

(କଙ୍କାଳମାଳିନୀ—ସ୍ତ୍ରୀ)  

ସଂ. ବିଣ. ପୁଂ. (କଙ୍କାଳମାଳା+ଅଛି ଅର୍ଥରେ ଇନ୍ ୧: ମା. ୧: ବ.) —

ଅସ୍ଥିମାଳାଧାରୀ — Wearing a string of bones.

ସ. ବି. ପୁଂ. —

ଶିବ —An epithet of God Siba.