କାତ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତ ମାରିବା
ଉଚ୍ଚାରଣ: Kāta māribā
লগীমারা काँड़ी मारना

ଦେ. କ୍ରି —

ଡ଼ଙ୍ଗାକୁ ଚଳାଇବା ନିମନ୍ତେ ଡ଼ଙ୍ଗାଉପରେ ଠିଆ ହୋଇ ଜଳର ତଳ ଦେଶରେ ବାଉଁଶ ଲଗାଇ ଠେଲିବା —To propel a boat by means of a pole.


କାତ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଡଙ୍ଗାକୁ ଚଳାଇବି ପାଇଁ ଲମ୍ୱ ବାଉଁଶକୁ ଜଳାଶୟରୁ ନିମ୍ନଭୂମିରେ ଲଗାଇ ଠେସିବା