କକୁଦ୍ମତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଦ୍ମତୀ
ଉଚ୍ଚାରଣ: Kakudmatī

(କକୁଦ୍ମାନ୍—ପୁଂ)

ସଂ. ବିଣ. ସ୍ତ୍ରୀ (କକୁଦ୍ମତ୍+ସ୍ତ୍ରୀ. ଈ) —

କକୁଦ୍ମାନର ସ୍ତ୍ରୀ ଲିଙ୍ଗ — Feminine of Kakudmān.

ସଂ. ବି—(କକୁଦ୍=ବୃଷଭ ଚୂଳପରି ମାଂସପିଣ୍ଡ +ଅଛି ଅର୍ଥରେ. ମତ+ସ୍ତ୍ରୀ. ଈ) —

୧: କଟିଦେଶ; ଅଣ୍ଟା — ୧. Loins.

୨: ପିଚା; ଶ୍ରେଣୀ — ୨. Buttocks.