କକ୍ଷଧର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷଧର
ଉଚ୍ଚାରଣ: Kakshadhara

ସଂ. ବି. (କକ୍ଷ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) —

କାଖର ଉଭୟ ପାଖରେ ଥିବା ମର୍ମ ସ୍ଥାନ— (ୟହିଁରେ ହାତ ମାଇଲେ କୁତୁ କୁତୁ ଲାଗେ) — The tender vital parts on both sides of the arm-pit.