ଛନକ

ଉଇକିଅଭିଧାନ‌ରୁ

ଛନକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମତ୍କାର)[ସମ୍ପାଦନା]

୧ : ଭୟ — ୧. Fear.

ଅବଶେ ଆଖି ମୁଁ ବୁଜିଲି ଛନକେ—ରାଧାନାଥ. ନନ୍ଦିକେଶରୀ

୨ : ହଠାତ୍ ଜାତ ଭୟ; ଭଡ଼କ — ୨. Sudden fright; terror.