କଖାରୁଆ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖାରୁଆ କରିବା
ଉଚ୍ଚାରଣ: Kakhāruā karibā

ଦେ. କ୍ରି.—(ପିଢ଼ା ଉପରୁ କଖାରୁ ଖସି ପଡ଼ିଲେ ଛତ୍ରଛାଳ ହୋଇ ଖଣ୍ଡ ଖଣ୍ଡ ହୋଇଯାଏ, ଏହି ଲକ୍ଷଣାରୁ) —

(ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବିଶେଷଭାବରେ ମାଡ଼ ଦେଇ ବା ଛେଚି ଘାଇଲା ଓ ଖଣ୍ଡିଆ କରିଦେବା —(figurative) To give a person a sound thrashing causing wounds and sores throughout the body.