କକେଇପୁଅ ଭାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକେଇପୁଅ ଭାଇ
ଉଚ୍ଚାରଣ: Kakeipua bhāi

ଦେ. ବି. ପୁଂ —

ଖୁଡ଼ୁତା ପୁଅ; କକେଇଙ୍କ ପୁଅ ଅତଏବ ଭାଇଲେଖା ବ୍ୟକ୍ତି — First causin.