ଛଅଣ୍ଡା

ଉଇକିଅଭିଧାନ‌ରୁ

ଛଅଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - ଓ ବିଶେଷଣ -(ଛଅ ଗଣ୍ଡାର ସଂକ୍ଷିପ୍ତ ଉଚ୍ଚାରଣ)[ସମ୍ପାଦନା]

ଛଅ ଗଣ୍ଡା; ଚବିଶ ଗୋଟା —Six quartets; twentyfour.

ତିନି ବାରକଡ଼ା ଛଅଣ୍ଡା ଦିକଡ଼ା କେତେ ଶିଶୁ ଗାଣିତିକ ପ୍ରଶ୍ନ

[ଦ୍ରଷ୍ଟବ୍ୟ —ଗଣ୍ଡା ସ୍ଥାନରେ ଲୋକେ ଅଣ୍ଡା ଶବ୍ଦର ବ୍ୟବହାର କରନ୍ତି ଯଥା—ଚାରଣ୍ଡା, ସାତଣ୍ଡା, ଆଠଣ୍ଡା, ନଅଣ୍ଡା ଇତ୍ୟାଦି; ଲୋକେ ଯଥାକ୍ରମେ ଦିଅଣ୍ଡା, ତିନିଅଣ୍ଡା, ଚାରିଅଣ୍ଡା, ପାଞ୍ଚଅଣ୍ଡା ଛଅଣ୍ଡା, ସାତଅଣ୍ଡା, ଆଠଣ୍ଡା, ନଅଣ୍ଡା,ଦଶଅଣ୍ଡା କହନ୍ତି କିନ୍ତୁ ଦୁଇଅଣ୍ଡା, ତିନିଅଣ୍ଡା, ଚାରିଅଣ୍ଡା, ପାଞ୍ଚଅଣ୍ଡା, ଛଅଅଣ୍ଡା ସାତଅଣ୍ଡା, ଆଠଅଣ୍ଡା, ନଅଅଣ୍ଡା, ଦଶଅଣ୍ଡା କହନ୍ତି, ନାହିଁ]