ଦୀକ୍ଷା

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା ବିଶେଷ୍ୟ (ଦୀକ୍ଷ୍ ଧାତୁ+ଅ+ସ୍ତ୍ରୀଲିଙ୍ଗ ଆ)[୧][ସମ୍ପାଦନା]

  • ଗୁରୁଙ୍କ ଠାରୁ ମନ୍ତ୍ରଗ୍ରହଣ,ମନ୍ତ୍ରୋପଦେଶ (Initiation into the esoteric mysteries and formulas of some religious sect.)
  • ଶିକ୍ଷା
  • ଉପଦେଶ
  • ଯଜ୍ଞାଦିରେ ସଂସ୍କାର
  • ଅର୍ଚ୍ଚନା
  • ବ୍ରତାଦିକର୍ମ ଅନୁଷ୍ଠାନ
  • ନିୟମ,ସଂକଳ୍ପପୂର୍ବକ ବ୍ରତାଦିରେ ପ୍ରବୃତ୍ତ ହେବା
  • ପ୍ରବର୍ତ୍ତନା -ପ୍ରେରଣା,ମତାଇବା
  • କୌଣସି କର୍ମ ସାଧନାର୍ଥ ଆତ୍ମୋତ୍ସର୍ଗ

ଦେଶଜ,ବିଶେଷ୍ୟ[ସମ୍ପାଦନା]

  • ତତ୍ତ୍ଵ
  • ରହସ୍ୟ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା-୩୭୮୩

ଦୀକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଦୀକ୍ଷ୍ ଧାତୁ+ଅ, ସ୍ତ୍ରୀ. ଆ)[ସମ୍ପାଦନା]

୧. ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ; ମନ୍ତ୍ରୋପଦେଶ —୧. Initiation into the esoteric mysteries and formulas of some religious sect.
୨. ଶିକ୍ଷା; ଉପଦେଶ —୨. Instruction; training.
୩. ଅର୍ଚ୍ଚନା —୩. Worship.
୪. ଯଜ୍ଞାଦିରେ ସଂସ୍କାର —୪. Cosecration; perfection or purity attained by vedic sacrifice.
୫. ବ୍ରତାଦି କର୍ମ ଅନୁଷ୍ଠାନ — ୫. Performance of religious rites.
୬. ନିୟମ; ସଂକଳ୍ପପୂର୍ବକ ବ୍ରତାଦିରେ ପ୍ରବୃତ୍ତ ହେବା — ୬. Commencement of rites after taking a vow engaging in the accomplishment of ceremonies.
୭. ପ୍ରବର୍ତ୍ତନା —୭. Stimulation.
୮. କୌଣସି କର୍ମ ସାଧନାର୍ଥ ଅତ୍ମୋତ୍ସର୍ଗ — ୮. Dedicating one's self to a partcular object, self-devotion (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତତ୍ତ୍ୱ; ରହସ୍ୟ —The secret.

ସୃଷ୍ଟି ସଂଙ୍କଳ୍ପେ ମୋର ଇଚ୍ଛା, ତୁ ନାଥ କହ ସୃଷ୍ଟି ଦୀକ୍ଷା ଜଗନ୍ନାଥ. ଭାଗବତ