Jump to content

ସମ୍ୟକ୍

ଉଇକିଅଭିଧାନ‌ରୁ

ଅବ୍ୟୟ ଓ କ୍ରିୟାବିଶେଷଣ[]

[ସମ୍ପାଦନା]
  • (ସଂସ୍କୃତ)(ସମ୍+ଅନଚ୍.ଧାତୁ=ଯିବା +କର୍ତ୍ତୁ.କ୍ଵିପ୍ )
    • ଉତ୍ତମ ରୂପେ
    • ପ୍ରକୃତରୂପେ
    • ଘନିଷ୍ଠରୂପେ
    • ସଂପୂର୍ଣ୍ଣ ପୂପେ
    • ବିଶିଷ୍ଠରୂପେ
    • ସର୍ବପ୍ରକାରେ

ବିଶେଷ୍ୟ(ସଂସ୍କୃତ)(ସମ୍+ଅଞ୍ଚ୍.ଧାତୁ+କ୍ଵିପ୍=ସମ୍ୟକ୍ ଶବ୍ଦ ପ୍ରଥମାଏକବଚନ )

[ସମ୍ପାଦନା]
  • ସତ୍ୟବଚନ

ବିଶେଷଣର ବିଶେଷଣ

[ସମ୍ପାଦନା]
  • ଅତ୍ୟନ୍ତ
  • ସର୍ବତୋଭାବରେ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -