ଘଣା ପକାଇବା
ଦେଖଣା
ଘଣା ପକାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତୈଳ ବାହାର କରିବା ନିମନ୍ତେ ବଳଦ ବା ମନୁଷ୍ୟ ଲଗାଇ ଘଣା ଯନ୍ତ୍ର ଚାଳନ୍ କରିବା —To be engaged in the act of driving an oil-mill.
- ୨. (ଲକ୍ଷଣାର୍ଥ) ହଇରାଣ କରିବା; ଅଯଥା କଷ୍ଟଦେବା — ୨. (figurative) To put a person to trouble; to harass a person.