ରାଣୀ

ଉଇକିଅଭିଧାନ‌ରୁ

ରାଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ରାଜ୍ଞୀ; ପ୍ରା,. ରାଣୀ)[ସମ୍ପାଦନା]

୧. ରାଜ୍ଞା; ରାଜପତ୍ନୀ; ରାଜମହିଷୀ —୧. Queen.
୨. ରାଜ୍ଞୀଙ୍କ ପରି ଐଶ୍ୱର୍ଯ୍ୟଶାଳିନୀ ସ୍ତ୍ରୀ —୨. A lady rolling in happiness and prosperity like a queen.
୩. ସ୍ତ୍ରୀଲୋକଙ୍କ ନାମ —୩. A name given to women.
୪. (ସମ୍ମାନ ବା ସ୍ନେହ ସମ୍ୱୋଧନରେ ସ୍ତ୍ରୀମାନଙ୍କ ପ୍ରତି ବ୍ୟବହୃତ) —୪. A term of endear ment used to females.
୫. ରାଣାଙ୍କ ସ୍ତ୍ରୀ — ୫. The wife of a Rāṇā.