ବକତ

ଉଇକିଅଭିଧାନ‌ରୁ

ବକତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବକ୍ତ, ଖତଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବକ୍ତ୍=ସମୟ; ଫାରାସୀ - ବଖ୍ତ=ଭାଗ୍ୟ, କପାଳ)[ସମ୍ପାଦନା]

୧. ସମୟ —୧. Time.
୨. ଉପଯୁକ୍ତ କାଳ —୨. Suitable time; favourable or proper time.
୩. ଦିବସର ବିଭିନ୍ନ ସମୟ — ୩. Different times of the day.
୪. ଏକଥର ଭୋଜନ କ୍ରିୟା —୪. One meal.

(ଯଥା—ସେ ଦିନକେ ବକତେ ଖାଏ)

୫. ସୁଯୋଗ —୫. Oppertunity.
୬. ଅଦୃଷ୍ଟ; ଭାଗ୍ୟ —୬. Fortune; luck.
୭. ଥର —୭. Time

(ଯଥା—ସେ ମତେ ଆଜିକ ଭିତରେ ୩ ବକତ ଗାଳି ଦେଲାଣି)