ପଦର
ପଦର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ପଦ . ବିଶେଷ୍ୟ - (ସଂସ୍କୃତ - ପ୍ରାନ୍ତର)[ସମ୍ପାଦନା]
- ୧. ପ୍ରାନ୍ତର — ୧. An open field.
- ୨. ପଡ଼ିଆ ଭୂମି —୨. Waste land.
- ୩. ବିସ୍ତୀର୍ଣ୍ଣ ସମତଳ ଭୂଖଣ୍ଡ — ୩. A large tract of open country.
- ୪. ସମୁଦ୍ର ପନ୍ତାର ବା ପନ୍ତା —୪. The vest sandy plain on the sea beach.