ଉଇକିଅଭିଧାନ:ଆଜିର ଶବ୍ଦ/ଅପ୍ରେଲ ୨୦୧୪

ଉଇକିଅଭିଧାନ‌ରୁ

ଶିଳା

ଶବ୍ଦ ବିନ୍ୟାସ: ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ

ସଂ. ବି

  1. ପାଷାଣ; ପଥର
  2. ବର୍ଷୋପଳ; କୁଆପଥର
(ଉଦାହରଣ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ ।- ଭାଗବତ)

ଦେ. ବି— ଏକପ୍ରକାର ବନ୍ୟ କ୍ଷୁପ

ପ୍ରାଦେ— ବୃହତକାୟ ସାମୁଦ୍ରିକ ମତ୍ସ୍ୟ ବିଶେଷ

ପୁରା ପଢନ୍ତୁ...