ଆହରଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସଂଗ୍ରହ
  • ଆୟୋଜନ
  • ଆନୟନ
  • ସଂଗ୍ରହ; ସଂକଳନ
  • ଅନୁଷ୍ଠାନ
  • ଉପାର୍ଜନ
  • ନିର୍ବାହ
  • କରାଇବା; ଘଟାଇବା
  • ଆହରଣୀୟ ପଦାର୍ଥ
  • ବିବାହାଦିରେ କନ୍ୟାକୁ ଦତ୍ତ ଉପତୌକନ