ଛାତ୍ର

ଉଇକିଅଭିଧାନ‌ରୁ

ଛାତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଛାତ୍ରା, ଛାତ୍ରୀସ୍ତ୍ରୀ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଛତ୍ର=ଆବରଣ ଅର୍ଥାତ ଗୁରୁଙ୍କ ଦୋଷାବରଣ +ଶୀଳର୍ଥେ. ଅ; ଯେ ଗୁରୁଙ୍କ ଦୋଷାବରଣ କରେ)[ସମ୍ପାଦନା]

୧. ଶିକ୍ଷାର୍ଥୀ; ଶିଷ୍ୟ; ପଢୁଆ — ୧. Disciple; pupil; scholar; student.
୨. ମଧୁବିଶେଷ —୨. A kind of hony.
୩. ମଦ୍ୟବିଶେଷ —୩. A kind of wine.