କଂସାଥାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂସାଥାଳି
ଉଚ୍ଚାରଣ: Kaṁsāthāḻi

ଦେ. ବି. (ସଂ. କଂସ+ସ୍ଥାଳୀ) —

କଂସାଧାତୁନିର୍ମିତ ବଡ଼ ଚଟକା ବାସନ — A tray of bellmetal.