କୁଣ୍ଡା ଝ଼ଡ଼ା

ଉଇକିଅଭିଧାନ‌ରୁ

କୁଣ୍ଡା ଝ଼ଡ଼ା

ଓଡ଼ିଆ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଅତି ଛୋଟ ବିନ୍ଦୁରେ ବର୍ଷା, ଟୋପାଗୁଡ଼ିକ ପଡ଼ିବା ବେଳେ କାଣ୍ଡିଆ କୁଣ୍ଡା ଝଡ଼ିଲା ପରି ଦେଖାଯାଏ — Raining like fog.

ଆଠ ଦୁମୁକାଣି ଷୋଳ ଅସରା ବତିଶ ଲିଫି ଲିଫି ଚଉଷଠି କୁଣ୍ଡା ଝରା କୃଷବଚନ

ଅନୁବାଦ[ସମ୍ପାଦନା]

ଝିପ୍(ପି)ଝିପ୍(ପି), ଲିଫିଲିଫି, ଫିସିଫିସି, ପିରିଫିରି, ପିରିଫିରାଅନ୍ୟରୂପ

ବିନ୍ଦୁପାତ ବୃଷ୍ଟି; କୁଣ୍ଡା ଝରାଠାରୁ ବଡ଼ ଟୋପା. — Raining in minute drops.

ଅନୁବାଦ[ସମ୍ପାଦନା]

ଝୁପୁରୁଝୁପୁରୁ, ଟୁପୁଟପୁ, ଟୁପୁରୁଟୁପୁରୁ, ଟୁପୁରୁଟାପର '

ସମାନ୍ୟ ଶବ୍ଦପୂର୍ବକ ଛୋଟ ଟୋପାରେ ବରଷା — Raining in small drops.

ମେଘ ବରଷଇ ଟପୁରୁଟୁପୁରୁ (ଟପରଟପର) ମୋ ଦୁଆରେ କିଏ ରେ, ବାଡ଼ିଆଡ଼େ ମାଣସାରୁ ପତର ମୁଣ୍ଡରେ ଗୋଟିଏଦେଶଜ -ରେ

ଅନୁବାଦ[ସମ୍ପାଦନା]

ଝପ୍ଝ୍ପ୍, ଟପଟପ, ଟପରଟପର, ଟପରଟାପର '

ବଡ଼ ଟୋପାରେ ବର୍ଷା — Raining in large drops.

ମେଘ ବରଷଇ ଟପରଟପର କେଶୁର ମାଇଲା ଗଜା କେଉଁ ରାଇଜରେ ରହିଲେ ମୋ ରାଜା ତେଲିଙ୍ଗି ବାଇଦ ବଜା

ଅନୁବାଦ[ସମ୍ପାଦନା]

ଦୁମ୍ଦୁମ୍, ଦୁଲ୍ଦୁଲ୍, ଦୁମୁକାଣି, ବରକୋଳିଆ '

ଖୁବ ବଡ଼ ଟୋପାରେ ବର୍ଷା —Heavy shower; raining cats and dogs.]

୩. (ଲକ୍ଷଣାର୍ଥ) (ବାଣାଦିର) ଉପର୍ଯ୍ୟୁପରି ପତନ — ୩. Repeated showering of (arrows).

ଅନଙ୍ଗାକାଶ ବରଷା, ସଙ୍ଗେତ କୁରଙ୍ଗ ଦୃଶା, ସରୋଷ ଅପାଙ୍ଗ ଭୂଷା ମିଶିଲାରେ କବିସୂର୍ଯ୍ୟ. ସଙ୍ଗୀତ



ଉଚ୍ଚାରଣ[ସମ୍ପାଦନା]

$1

  • (file)