ଗଗନଚୁମ୍ୱିତ

ଉଇକିଅଭିଧାନ‌ରୁ

ଗଗନଚୁମ୍ୱିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଗଗନ+ଚୁମ୍ୱିତ)[ସମ୍ପାଦନା]

ଅତ୍ୟୁଚ୍ଚ— ଆକାଶଭେଦୀ —Very high; kissing the sky; reaching to the clouds.