ଉଇକିଅଭିଧାନ:ଆଜିର ଶବ୍ଦ/ଅଗଷ୍ଟ ୨୦୧୪

ଉଇକିଅଭିଧାନ‌ରୁ

କୈବଲ୍ୟ

ଉଚ୍ଚାରଣ: Ki̱balya
ସଂ. ବି.
(କେବଳ+ଭାବେ. ୟ; ଦେହ ଏବଂ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳହ୍ୱ)

  1. ଐକାନ୍ତିକତା
  2. ଏକତା
  3. ପୂର୍ଣ୍ଣାନନ୍ଦ; ଅଖଣ୍ଡାନନ୍ଦ
  4. ସଂସାର ମୁକ୍ତି; ମୋକ୍ଷ

ଦେ, ବି —
(ମୋକ୍ଷପ୍ରାପ୍ତିର ପ୍ରଧାନସମୟ ବୋଲି) ଦେବତାଙ୍କର ପ୍ରସାଦ ବା ପାଦୁକ

ପୁରା ପଢନ୍ତୁ...