ପରିବର୍ତ୍ତନ

ଉଇକିଅଭିଧାନ‌ରୁ

ପରିବର୍ତ୍ତନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପରି+ବୃତ୍ ଧାତୁ+ଭାବ. ଅନ)[ସମ୍ପାଦନା]

୧. ପରିବର୍ତ— (ଦେଖ) - — ୧. Paribarta. (See)
୨. ବାଳ କାଟିବା; ବାଳ କତୁରା — ୨. The cutting or clipping of the hair. (M.W.)
୩. ରକ୍ଷଣ —୩. Protecting; defending.