କଅଁଳ ଚମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳ ଚମ
ଉଚ୍ଚାରଣ: Kaañḻa chama
নরমচামড়া नरमचमड़ा

ଦେ. ବି (ସଂ. କୋମଳ ଚର୍ମ) —

୧: ଶିଶୁ ଦେହର ନରମ ଚମ — ୧. Soft skin of a baby.

୨: ଘାଆ ଉପରେ ହୋଇଥିବା ନୂଆ ଚମ — ୨. New skin formed over healing wounds.