ଉଇକିଅଭିଧାନ:ଆଜିର ଶବ୍ଦ/ନଭେମ୍ବର ୨୦୧୪

ଉଇକିଅଭିଧାନ‌ରୁ

ଗଇଁଠା

ଉଚ୍ଚାରଣ: Gaiñṭhā
(ସଂସ୍କୃତ - ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ)

ଦେଶଜ - ବିଶେଷ୍ୟ —

ଚାଉଳ ଚୂନାକୁ ପ୍ରଥମେ ବାମ୍ପରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ

ଦେଶଜ - ବିଶେଷଣ —

ଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର)


ପୁରା ପଢନ୍ତୁ...