ଉଇକିଅଭିଧାନ:ଆଜିର ଶବ୍ଦ/ନଭେମ୍ବର ୨୦୧୪
ଦେଖଣା
ଗଇଁଠା
ଉଚ୍ଚାରଣ: Gaiñṭhā
(ସଂସ୍କୃତ - ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ)
ଦେଶଜ - ବିଶେଷ୍ୟ —
- ଚାଉଳ ଚୂନାକୁ ପ୍ରଥମେ ବାମ୍ପରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ
ଦେଶଜ - ବିଶେଷଣ —
- ଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର)