ଷୋଳପଣ

ଉଇକିଅଭିଧାନ‌ରୁ

ଷୋଳପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଷୋଳଣା—ଗ୍ରାମ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଏକ କାହାଣ ବା ୩୨: ଗଣ୍ଡା ବା ୧୨୮: କଡ଼ା କଉଡ଼ି —୧. ୧୨୮୦ pieces of cowri or shell money (formerly passing a currency.)
୨. କୌଣସି ବିଷୟର ସାଙ୍ଗେ ପାଙ୍ଗ ବା ସମ୍ପୂର୍ଣ୍ଣ ଅବସ୍ଥା —୨. A full or complete condition of anything or matter.
୩. କୌଣସି କାର୍ଯ୍ୟର ପୂର୍ଣ୍ଣତା —୩. Completion of any work.
୪. ବସ୍ତୁର ସମସ୍ତଟା —୪. The whole.
୫. ପର୍ଣ୍ଣମାତ୍ରା —୫. Complete measure.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସମ୍ପୂର୍ଣ୍ଣ (ପଦାର୍ଥ) — ୧. Full; complete.
୨. ଗୋଟାକଯାକ —୨. Whole.

[ଉ—ସେ କହେ ଯଯାତି ଷୋଳପଣ ତାର ଚିର ସମ୍ଭୋଗ୍ୟ ସେ ତାର—ନନ୍ଦକିଶୋର. ଶର୍ମିଷ୍ଠା]

୩. ପର୍ଣ୍ଣମାତ୍ରାଯୁକ୍ତ; ପୂର୍ଣ୍ଣାଙ୍ଗ —୩. Of full measure or outturn; bumper.

(ଯଥା—ଏ ବର୍ଷ ଷୋଳପଣ ଫସଲ ହୋଇଥିଲା)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ସମ୍ପୂର୍ଣ୍ଣରୂପେ —୧. Fully; completely.

(ଯଥା—ମୋ ଦିହ ଷୋଳପଣ ସୁଧୁରିଲାଣି)

୨. ଗୋଟାକଯାକ; ଗୋଟିପଣେ —୨. Wholly.
୩. ପୂର୍ଣ୍ଣମାତ୍ରାରେ —୩. In full measure.

[ଦ୍ରଷ୍ଟବ୍ୟ —ଗୋଟିଏ ପୂର୍ଣ୍ଣ ପଦାର୍ଥ ବା ବିଷୟକୁ ୧ କାହାଣ ୧୬: ପଣ ଧରି ପଣ ଅନୁସାରେ ତହିଁର ଭଗ୍ନାଂଶ ବୁଝାଇବାକୁ ହୁଏ ଯଥା— ବାରପଣ=୩/୪; ଚାରିପଣ=୧/୪; ଦଶପଣ=୧/୧୬: ; ଆଠପଣ=୧/୨ ୨; ପାଞ୍ଚପଣ=୫/୧୬: )