ଜଟାଜ୍ୱାଳ

ଉଇକିଅଭିଧାନ‌ରୁ

ଜଟାଜ୍ୱାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଜଟା+ଜ୍ୱାଳା=ଅଗ୍ନିଶିଖା; ଯାହାର ଶିଖା ଜଟା ପରି)[ସମ୍ପାଦନା]

୧. ପ୍ରଦୀପ —୧. Lamp.
୨. ମସାଲ —୨. Torch.