କଅଁଳାଇ କହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳାଇ କହିବା
ଉଚ୍ଚାରଣ: Kaañḻāi kahibā
মিঠেকঘাবলা चापलुसी करना

ଦେ. କ୍ରି. (ସଂ. କୋମଳ+କଥଧାତୁ) —

୧: କୋମଳ ବଚନ କହିବା — ୧. To speak soft words.

୨: କୋମଳ ବଚନଦ୍ବାରା ସନ୍ତୁଷ୍ଟ କରିବା — ୨. To please with oily words.

୩: ଫୁସୁଲାଇବା; ଭଣ୍ଡ଼ାଇବା — ୩. To cajole; to coax.

୪: ଚାଟୁ କରିବା; ଖୋସାମଦ୍ କରିବା — ୪. To flatter.