ବଏ

ଉଇକିଅଭିଧାନ‌ରୁ

ବଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଆୟ, ପଇଠ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ମହାଜନ ଖାତା) (ସଂସ୍କୃତ - ବ୍ୟୟ; ପ୍ରା. ବଅ)[ସମ୍ପାଦନା]

୧. ବେୟ; ଖରଚ —୧. Expenditure; debit.
୨. ହିସାବ ବହିର ଖରଚ ଲେଖା ହୋଇଥିବା ଅଂଶ —୨. The debit side of an account.
୩. ମହାଜନଠାରୁ ଋଣ ବା ଦୋକାନୀଠାରୁ କାଳି ସଉଦା ନେବା —୩. Taking of money or things on credit; borrowing.

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ଚାକର ଟୋକା — ୧. Boy-servant.
୨. ସାହେବଙ୍କ ଚାକର — ୨. Servant (of Europeans).