ଥଳି

ଉଇକିଅଭିଧାନ‌ରୁ

ଥଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳୀ)[ସମ୍ପାଦନା]

୧. ସମତଳ ପଡ଼ିଆ ଭୂମି — ୧. A level field.
୨. ସ୍ଥାନ —୨. A place.

ନୀଆଳୀ ନାମେ ପ୍ରାଚୀତୀରେ ସ୍ଥିତ ସୁଥଳି ଏ ମହୀରେ— ଜଗବନ୍ଧୁ, ପ୍ରାଚୀନ ଉତ୍କଳ

୩. ଥଳୀ (ଦେଖ) - —୩. Thaḻī (See)