ଫର ଫରୁଆ

ଉଇକିଅଭିଧାନ‌ରୁ

ଫର ଫରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫରଫରୀ, ଫରଫରେଈ—ସ୍ତ୍ରୀ) 

(ଫରଫରୀ, ଫର୍ଫରିଆ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଫର୍ଫର=ଚପଳ)[ସମ୍ପାଦନା]

୧. ଫାଜିଲ୍ — ୧. Light-hearted; braggart.
୨. ଚପଳ, — ୨. Hasty; restles.
୩. ଖୁବ୍ ପତଳା; ଝିଲ୍ମିଲ୍ — ୩. Very thin; of delicate texture.