ଧଣ୍ଡଛୁଆଁ

ଉଇକିଅଭିଧାନ‌ରୁ

ଧଣ୍ଡଛୁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଡଣ୍ଟର)[ସମ୍ପାଦନା]

୧. ଯାହାକୁ ଧଣ୍ଡସାପ କାମୁଡ଼ିଥାଏ ୧. Bitten by a water —snake.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତିକୁ ଥରେ ଧଣ୍ଡସାପ କାମୁଡ଼ି ଥାଏ, ତାକୁ ଅନ୍ୟ ବିଷଧର ସାପ କାମୁଡ଼ନ୍ତି ନାହିଁ ବୋଲି ଲୋକ ବିଶ୍ୱାସ କରନ୍ତି]

୨. (ଲକ୍ଷଣାର୍ଥ) ଯାହାକୁ ଜଣେ ଆକ୍ରମଣ କରିବା ପରେ ଅନ୍ୟ ବ୍ୟକ୍ତି ଆକ୍ରମଣ କରି ପାରିବ ନାହିଁ —୨. One who has no fear of being attacked by any other person after the attack of the first assailant.