ତକମା

ଉଇକିଅଭିଧାନ‌ରୁ

ତକମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତୁର୍କୀ= ତମଗା= ଶାସନଫଳକ ବା ସନନ୍ଦ)[ସମ୍ପାଦନା]

୧. ଶାସନଫଳକ; ତମ୍ୱାପାଟିଆ ସନନ୍ଦ — ୧. A firman; a written grant.
୨. ମେଡ଼ାଲ୍; ପଦକ —୨. Medal.

ହୃଦେ ଲମ୍ୱମାନ ସୁବର୍ଣ୍ଣ ତକମା ରାଧାନାଥ, ଦରବାର